ଥରେ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍ ନିଷିଦ୍ଧ ଆଇନ୍କୁ କଡ଼ାକଡ଼ିଭାବେ ସାରା ରାଜ୍ୟରେ ଲାଗୁ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ଆଜି ରାଜ୍ୟସ୍ତରୀୟ ଟାକ୍ସ ଫୋର୍ସ କମିଟି ବୈଠକରେ ଅଧ୍ୟକ୍ଷତା କରି ସେ ଏହି ନିର୍ଦ୍ଦେଶ ଦେଇଛନ୍ତି ।
ରାଜ୍ୟ ଲୋକସେବା ଭବନରୁ ଡ଼ିଜିଟାଲ୍ ମୋଡ଼୍ରେ ଅନୁଷ୍ଠିତ ଏହି ବୈଠକରେ ପରିବେଶ ନିର୍ଦ୍ଦେଶକ ଶ୍ରୀ ସୁଶାନ୍ତ ନନ୍ଦ ପ୍ଲାଷ୍ଟିକ୍ ବ୍ୟବହାର ନିଷିଦ୍ଧ ନିୟମ ଏବଂ ତାହାର ଅନୁପାଳନ ସମ୍ବନ୍ଧିତ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ ।
ଏ ଦିଗରେ ବର୍ତ୍ତମାନ ପର୍ଯ୍ୟନ୍ତ ନିଆଯାଇଥିବା ପଦକ୍ଷେପଗୁଡ଼ିକର ସମୀକ୍ଷାକରି ଆଇନ୍କୁ କଡାକଡି ଭାବେ ଲାଗୁ କରିବା ପାଇଁ ଶ୍ରୀ ମହାପାତ୍ର ଜିଲ୍ଲାପାଳ, ଡି.ଏଫ୍.ଓ ଏବଂ ସଂପୃକ୍ତ ବିଭାଗର କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଥରେ ବ୍ୟବହାର ଯୋଗ୍ୟ ନିଷିଦ୍ଧ ପ୍ଲାଷ୍ଟିକ୍ ଉତ୍ପାଦନ ୟୁନିଟ୍ ଓ ବିକ୍ରୀ କରୁଥିବା ଦୋକାନୀମାନଙ୍କ ବିରୁଦ୍ଧରେ କଡା ଆଇନ୍ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ନିଜ ନିଜ ଜିଲ୍ଲା ଓ ବନଖଣ୍ଡରେ ହାଟ ବଜାର, ପର୍ଯ୍ୟଟନସ୍ଥଳୀ, ସାଧାରଣ ସମାଗମ ସ୍ଥାନ ଆଦିରେ ପ୍ଲାଷ୍ଟିକ୍ ବ୍ୟବହାର ବାରଣର ଅନୁପାଳନ ବିଷୟରେ ପ୍ରତି ମାସରେ ରିପୋର୍ଟ୍ ଦେବାପାଇଁ ଜିଲ୍ଲାପାଳ ଏବଂ ବନଖଣ୍ଡ ଅଧିକାରୀମାନଙ୍କୁ କୁହାଯାଇଥିଲା ।
ଥରେ ବ୍ୟବହାର ଯୋଗ୍ୟ ନିଷିଦ୍ଧ ପ୍ଲାଷ୍ଟିକ୍, ପଲିଥିନ୍ ବ୍ୟାଗ୍, କ୍ୟାରି ବ୍ୟାଗ୍, ପ୍ଲାଷ୍ଟିକ୍ ଗ୍ଲାସ୍ ଆଦି ବ୍ୟବହାର ନକରିବା ପାଇଁ ସଚେତନତା କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ ଓ ସଘନ କରିବା ନିମନ୍ତେ ବୈଠକରେ ନିଷ୍ପତ୍ତି ହୋଇଥିଲା । ବିଦ୍ୟାଳୟମାନଙ୍କରେ ଗଠନ ହୋଇଥିବା ଇକୋ-କ୍ଲବ୍, ସାମ୍ବାଦିକ, ବରିଷ୍ଠ ନାଗରିକ, ସମ୍ମାନଷ୍ପଦ ବ୍ୟକ୍ତି ବିଶେଷ, ନିର୍ବାଚିତ ପ୍ରତିନିଧି, ବାର୍ ଆସୋସିଏସନ୍, ରୋଟାରୀ ଓ ଲାୟନ୍ସ୍କ୍ଲବ୍ ଏବଂ ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନଙ୍କୁ ଅଭିଯାନରେ ସକ୍ରିୟଭାବେ ସାମିଲ୍ କରିବା ପାଇଁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।
ସ୍ୱତନ୍ତ୍ର ସ୍କ୍ୱାର୍ଡ୍ ମାଧ୍ୟମରେ ବିଭିନ୍ନ ସ୍ଥାନରେ ଚଢ଼ାଉକରି ନିଷିଦ୍ଧ ପ୍ଲାଷ୍ଟିକ୍ ଉତ୍ପାଦନ, ବିପଣୀ ଓ ବ୍ୟବହାରକାରୀ ଦୋକାନୀମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ନିଷ୍ପତ୍ତି ହୋଇଥିଲା । ପ୍ଲାଷ୍ଟିକ୍ ବର୍ଜ୍ୟ ସଂଗ୍ରହ ଓ ପରିଚାଳନା ବିଷୟ ବୈଠକରେ ସବିଶେଷଭାବେ ଆଲୋଚନା ହୋଇଥିଲା । ଏଥିପାଇଁ ଗ୍ରାମ ପଂଚାୟତ ଏବଂ ସହରାଞ୍ଚଳ ମାନଙ୍କ ମଧ୍ୟରେ ସମନ୍ୱୟକୁ ଅଧିକ ଦୃଢ଼ିଭୁତ ଓ ସୁଗମ କରାଯିବ ।
ପ୍ଲାଷ୍ଟିକ୍ ବର୍ଜ୍ୟର ପୁନଃ ବ୍ୟବହାର ଉପରେ ଗୁରୁତ୍ୱ ଆରୋପ କରି ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ରାସ୍ତା ନିର୍ମାଣ ଓ ସିମେଣ୍ଟ କାରଖାନା ଆଦିରେ ଏହାର ବ୍ୟବà¬
¹à¬¾à¬° ବଢ଼ାà¬à¬¬à¬¾ ପାà¬à¬ ନିରàଦàଦàଶ ଦàà¬à¬¥à¬¿à¬²à ।
ପàରଦàààଷଣ ନିàନàତàରଣ ବàରàଡ, ପàରàତàତ, à¬àରାମ à¬à¬¨àନàନ, à¬àହ ଠନà¬à¬° à¬à¬¨àନàନ ବିà¬à¬¾à¬ ଯନàତàରà ଠବିଶàଷà¬àଠମାନà¬àଠସହ ବàଠଠà¬à¬°à¬¿ ରାସàତା ନିରàମାଣରà ପàଲାଷàà¬à¬¿à¬àର ନିàମିତ ଯàà¬à¬¾à¬£ ଠବààବହାର ନିଶàà¬à¬¿à¬¤ à¬à¬°à¬¾à¬à¬¬à¬¾ ନିମନàତà ମàà¬àà ଶାସନ ସà¬à¬¿à¬¬ à¬à¬àà¬à¬², ପରିବàଶ ଠà¬à¬³à¬¬à¬¾àà ପରିବରàତàତନ ବିà¬à¬¾à¬à¬àà¬à ନିରàଦàଦàଶ ଦàà¬à¬¥à¬¿à¬²à । ସିମàଣàଠପàରସàତàତିରà à¬
ଧିଠପàଲାଷàà¬à¬¿à¬à ବରàà¬àà ବààବହାର ନିମନàତà ନିଠନିଠପàଲାଣàà¬à¬° ଦà¬àଷତା ବଢ଼ାà¬à¬¬à¬¾à¬à ସà¬à¬ªàà¬àତ à¬à¬à¬ªà¬¾à¬¨àମାନà¬àà¬à à¬àହାଯାà¬à¬¥à¬¿à¬²à¬¾ ।
ପàରାପàତ ସàà¬à¬¨à¬¾à¬°à à¬à¬£à¬¾à¬ªà¬¡à¬¼à¬¿à¬à¬¿, ବରàତàତମାନ ସàଦàଧା à§à§,à¬à¯à© à¬à¬¿ à¬àରାମରà ପàଲାଷàà¬à¬¿à¬à ବରàà¬àà ପରିà¬à¬¾à¬³à¬¨à¬¾ ନିମନàତà à¬à¬¬à¬¶ààà¬àà à¬à¬¿à¬¤àତିà¬àମି ତିà¬à¬°à¬¿ ହàà¬à¬à¬¿ । à©à¦à¯à à¬àରାମ ପà¬à¬à¬¾àତରà ମହିଳା ସàà±àଠସହାàଠà¬àଷàଠàମାନà¬àଠଦàà±à¬¾à¬°à¬¾ à¬à¬ ିନ ବରàà¬ààବସàତà à¬à¬¬à¬ ପàଲାଷàà¬à¬¿àà¬à ବରàà¬àà ପରିà¬à¬¾à¬³à¬¨à¬¾ à¬à¬°à¬¾à¬¯à¬¾à¬à¬à¬¿ । à§à©à¦à¬ à¬àରାମରà à¬à¬°à¬à à¬à¬° ପàଲାଷàà¬à¬¿à¬à ବରàà¬àà ସà¬à¬àରହ ବààବସàଥା à¬à¬°à¬®àଠହàà¬à¬à¬¿ । à§à©,à®à©àª à¬à¬¿ ବରàà¬àà ପàଥà¬àà¬à¬°à¬£ ସàଥାନ ତିà¬à¬°à¬¿ à¬à¬°à¬¾à¬¯à¬¾à¬à¬à¬¿ । ପàରାà à§à©,àªà«à« ତିନି à¬à¬à¬¿à¬ à¬à¬¾à¬¡à¬¼à¬¿à¬à à¬àରାମାà¬àà¬à¬³à¬°à à¬à¬ ିନ ବରàà¬ààବସàତà ସà¬à¬àରହ ଠପରିବହନ à¬à¬¾à¬°àଯààରà ନିààà¬à¬¿à¬¤ à¬à¬°à¬¾à¬¯à¬¾à¬à¬à¬¿ ।
à¨à¦à¨à§-à¨à¨ ବରàଷରà ପàରାà ବରàତàତମାନ ସàଦàଧା ପàରାà à®à¬ à¬à¬¨àରà à¬à¬°àଦàଧàౠପàଲାଷàà¬à¬¿à¬à ବରàà¬àà à¬àରାମାà¬àà¬à¬³à¬°à ସà¬à¬àରହ à¬à¬°à¬¾à¬¯à¬¾à¬ ନିà¬à¬à¬¤à¬® ସହରାà¬àà¬à¬³ ବରàà¬àà ପରିà¬à¬¾à¬³à¬¨à¬¾ à¬àନàଦàରରà ପହà¬àà¬à¬¾ ଯାà¬à¬à¬¿ । à¬à¬¹à¬¾ ବààତàତ ପàରାà à§à¯à¦à¦ ବରàà¬àà à¬à¬à¬¤àରàà¬à¬°à¬£ ସà¬à¬¸àଥା à¬à¬¤à¬¿ ମଧààରà à¨à©à¦à§ à¬à¬¨à ପàଲାଷàà¬à¬¿à¬à ବରàà¬àà ସà¬à¬àରହ à¬à¬°à¬¿à¬¥à¬¿à¬¬à¬¾à¬° à¬à¬£à¬¾à¬à¬à¬¨àତି । ସà¬à¬àହିତ ପàଲାଷàà¬à¬¿à¬àà¬à ପàନà¬-ବààବହାର ପàରàବବରàତàତà ପàରà¬àରିàାà¬à¬°à¬£ ନିମନàତà à¬à¬°àଠନିବàଶ ସହà¬à¬¾à¬à¬¿à¬¤à¬¾à¬°à ସàà±à¬¤à¬¨àତàର ààନିà¬àମାନ ପàରତିଷàଠା à¬à¬°à¬¾à¬¯à¬¾à¬à¬à¬¿ । à¬àରାମ ପà¬à¬à¬¾àତ ଠସàà±à¬àଠà¬à¬¾à¬°à¬¤ à¬
à¬à¬¿à¬¯à¬¾à¬¨à¬° ସହଯàà¬à¬¿à¬¤à¬¾à¬°à à¬àରାମସàତରàà ବରàà¬àà ମହà¬àଦ ସàଡà ମାନ ମଧàà ନିରàମାଣ à¬à¬°à¬¾à¬¯à¬¾à¬à¬à¬¿ ।
ପରàଯààାàà¬àରମà ସମସàତ ପà¬à¬à¬¾àତ ଠà¬àରାମà¬à ପàଲାଷàà¬à¬¿à¬à ବରàà¬àà ସà¬à¬àରହ à¬à¬¬à¬ ପରିà¬à¬¾à¬³à¬¨à¬¾ à¬à¬¾à¬°àଯààà¬àରମସହ ସà¬à¬¯àà¬à¬¿à¬¤ à¬à¬°à¬¿à¬¬à¬¾ ନିମନàତà ମàà¬àà ଶାସନ ସà¬à¬¿à¬¬ ଶàରà ମହାପାତàର ନିରàଦàଦàଶ ଦàà¬à¬¥à¬¿à¬²à । ବରàà¬àà ପàଥà¬àà¬à¬°à¬£ à¬à¬¬à¬ ପàନଠବààବହାର à¬àନàଦàର à¬à¬¬à¬ ପàଲାଷàà¬à¬¿à¬à ରàପାନàତରଣ ààନିà¬à à¬àଡ଼ିà¬à¬° ଦà¬àଷତା ବଢ଼ାà¬à¬¬à¬¾ ପାà¬à¬ ମଧàà ବàଠà¬à¬°à ନିଷàପତàତି ହàà¬à¬¥à¬¿à¬²à¬¾ ।
à¬à¬àà¬à¬² ଠପରିବàଶ ବିà¬à¬¾à¬ à¬
ତିରିà¬àତ ମàà¬àà ଶାସନ ସà¬à¬¿à¬¬ ଶàରà ସତààବàରତ ସାହà, ପà¬à¬à¬¾àତି ରାଠଠପାନàà à¬à¬³ ଯàà¬à¬¾à¬£ ପàରମàଠଶାସନ ସà¬à¬¿à¬¬ ଶàରà à¬à¬¶àଠà¬àମାର ମàନା, à¬àହ ଠନà¬à¬° à¬à¬¨àନàନ ବିà¬à¬¾à¬ ପàରମàଠଶାସନ ସà¬à¬¿à¬¬ ଶàରà à¬à¬¿. ମାଥିà¬à¬¾à¬¥à¬¾à¬¨à¬¨à, ପରିବàଶ ନିରàଦàଦàଶଠଶàରà ସàଶାନàତ ନନàଦ, ପàରଦàààଷଣ ନିàନàତàରଣ ପରିଷଦର ସଦସàà ସà¬à¬¿à¬¬ ଡାà¬àତର à¬à. ମàରàà¬àଶାନàà¬àଠସମàତ ସà¬à¬ªàà¬àତ ବିà¬à¬¾à¬à¬° ବରିଷàଠà¬
ଧିà¬à¬¾à¬°à ଠଯନàତàରàମାନà ବàଠà¬à¬° à¬à¬²àà¬à¬¨à¬¾à¬°à à¬
à¬à¬¶ à¬àରହଣ à¬à¬°à¬¿à¬¥à¬¿à¬²à ।